By: Prangyan Parimita
Last updated: 12 September 2021, 10:47 AM IST
ଗାଁ କାଦୁଅ ରାସ୍ତାରେ ଫସିଗଲା ୧୦୮ ଆମ୍ବୁଲାନ୍ସ। ବିଳମ୍ବରେ ମେଡିକାଲ ପହଞ୍ଚିବା ପରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ।