Paralakhemundi ACF Death
Advertisment
ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ଜୋରଦାର କରିଛି ପାରଳାଖେମୁଣ୍ଡି ପୋଲିସ। ଗତକାଲି ଉଦଳା ଯାଇ ବିଦ୍ୟାଙ୍କୁ ପଚରାଉଚରା କରିଥିବା ବେଳେ ଆଜି ପୁଣି ଥରେ ତାଙ୍କ ଘରକୁ ଯାଇଛି ପାରଳାଖେମୁଣ୍ଡି ପୋଲିସ । ଶୁଣନ୍ତୁ, ତଦନ୍ତ ନେଇ କ’ଣ କହୁଛନ୍ତି ପୋଲିସ ଅଧିକାରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us