Advertisment

ଗୁରୁଦିବସ ଭେଟି ଦେଲେ ପ୍ରମୋଦ

ଟୋକିଓରେ ଥାଇ ଗୁରୁଙ୍କୁ କନ୍ଦେଇଦେଲେ ପ୍ରମୋଦ ଭଗତ। ପ୍ରତିଟି ସେକେଣ୍ଡ୍ କୁ ଜଗି ବସିଥିଲେ ପ୍ରମୋଦ ଭଗତଙ୍କ କୋଚ୍ ଶିବପ୍ରସାଦ। ଆଉ ଯେତେବେଳେ ପ୍ରମୋଦ ପ୍ରଥମ ଓଡ଼ିଆ ପାରାଅଲିମ୍ପିଆନ୍ ଭେବେ ସ୍ୱର୍ଣ୍ଣପଦକ ହାସଲ କଲେ ଶିବପ୍ରସାଦ କାନ୍ଦି ପକାଇଲେ।

ଅଦ୍ୟତନ ହୋଇଛି

Tokyo Paralympics 2021 Pramod Bhagat Gold Medal India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ