ଦିନେ ଇଂରାଜୀ ଶିକ୍ଷକ ଥିଲେ, ପିଲାଙ୍କୁ ପାଠ ପଢାଉଥିଲେ । ସ୍କୁଲ ସମ୍ପାଦକଙ୍କ ସହ ଯୁକ୍ତି-ତର୍କ ପରେ ଚାକିରି ଛାଡିଲେ । ଏବେ ରାସ୍ତାରେ ବୁଲିବୁଲି ମାଗୁଛନ୍ତି ଭିକ... ଯିଏ ଯାହା ଦେଲା ସେତିକିରେ ଚଳୁଛି ସଂସାର ରଥ