ଅଦ୍ୟତନ ହୋଇଛି
corona
Advertisment
ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍। ରାଜ୍ୟରେ ବଢିଚାଲିଛି ଶିଶୁସଂକ୍ରମଣ,ଚିନ୍ତାରେ ରାଜ୍ୟସରକାର। ଆଜି ଗୋଟିଏ ଦିନରେ ୧୮ ବର୍ଷରୁ କମ୍ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ। ଭୁବନେଶ୍ୱରରେ ଟିକାକରଣ ଟାର୍ଗେଟ ପୂରଣ କରିସାରିଥିବା ବେଳେ ବାହାର ଲୋକଙ୍କ ପାଇଁ ୨୨ଲକ୍ଷ ପାର କରିଛି ଟିକାକରଣ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us