By: Prangyan Parimita
Last updated: 16 September 2021, 11:57 AM IST
ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ୨୪ଟି ଗେଟ୍ ଦେଇ ହୀରାକୁଦରୁ ହେଉଛି ବନ୍ୟା ଜଳ ନିଷ୍କାସନ। ଏସଆରସିଙ୍କ ସୂଚନା ଛୋଟରୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା।