By: Prangyan Parimita
Last updated: 26 April 2023, 08:47 PM IST
ପାରମ୍ପରିକ ଇନ୍ଧନଯୁକ୍ତ ଗାଡ଼ି ଛାଡ଼ି ଏଣିକି ହାଇବ୍ରିଡ ଗାଡ଼ି ଚଢ଼ିବେ ରାଜ୍ୟର ମନ୍ତ୍ରୀ, ଅଫିସର...ଅର୍ଥ ବିଭାଗର ଅଫିସ ମେମୋରାଣ୍ଡମ ପରେ ହାଇବ୍ରିଡ ଯାନ କ୍ରୟ ପାଇଁ ପ୍ରକ୍ରିୟା ଆରମ୍ଭ...କିଏ ଚଢ଼ିବେ କେତେ ଦାମର ଗାଡ଼ି ଦେଖିବା ରିପୋର୍ଟ...