By: Prangyan Parimita
Last updated: 07 September 2021, 02:29 PM IST
‘ହର ଘର ଜଲ’ ଯୋଜନାରେ ଓଡ଼ିଶାକୁ ମିଳିଛି ୩୦୨୩ କୋଟି। କେନ୍ଦ୍ର ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ କହିଲେ ଗତଥର ରାଶିଠୁ ୩ ଗୁଣ ଅଧିକ। ଅର୍ଥ ଖର୍ଚ୍ଚ କରି ନପାରି ଠିକ୍ ସମୟରେ ୟୁସି ଦେଇପାରୁନି ରାଜ୍ୟ।