By: Prangyan Parimita
Last updated: 07 September 2021, 02:22 PM IST
ଲକଡାଉନରେ ଅମାନିଆଙ୍କଠୁ ୫୦ କୋଟି ଟଙ୍କା ଫାଇନ୍ ଆଦାୟ। ଗତ ୨ ବର୍ଷରେ କମିଶନରେଟ୍ ପୋଲିସ ଆଦାୟ କରିଛି ଫାଇନ୍। କେବଳ ଭୁବନେଶ୍ୱରରୁ ୪୫ କୋଟି ଟଙ୍କା ଆଦାୟ।