Advertisment

ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ

ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ। ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ୍। ଜାଲ କାଗଜ ପତ୍ରରେ ବିଦେଶକୁ ଲୁହାପଥର ଚାଲାଣ କରାଯାଉଥିବା ବେଳେ ଏହା ବୁଡି ଯାଇଥିଲା।

ଅଦ୍ୟତନ ହୋଇଛି
Advertisment

ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ। ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ୍। ଜାଲ କାଗଜ ପତ୍ରରେ ବିଦେଶକୁ ଲୁହାପଥର ଚାଲାଣ କରାଯାଉଥିବା ବେଳେ ଏହା ବୁଡି ଯାଇଥିଲା। ଏନେଇ ବର୍ତ୍ତମାନ ମଧ୍ୟ ହାଇକୋର୍ଟରେ ମାମଲା ଚାଲିଛି।

Advertisment
Paradip Port MV Black Rose Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ