Advertisment

ଓଡ଼ିଆ ପୁଅ ହେଲେ ତାଂଜାନିଆ ହାଇକମିଶନର

ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି ।

Advertisment

ଦକ୍ଷିଣ ଆଫ୍ରିକାର ତାଂଜାନିଆର ହାଇକମିଶନର ଭାବେ ନିଯୁକ୍ତ ହେଲେ ଓଡ଼ିଆ ଆଇ.ଏଫ୍.ଏସ୍. ଅଫିସର ବିନୟ ଶ୍ରୀକାନ୍ତ ପ୍ରଧାନ । ତାଙ୍କୁ ଭାରତ ସରକାର ଏହି ପଦବୀରେ ନିଯୁକ୍ତ କରିଛନ୍ତି। ଏନେଇ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ବିନୟ ଶ୍ରୀକାନ୍ତ ପ୍ରଧାନଙ୍କ ପୈତୃକ ଘର ଦେବଗଡ଼ ପୌରାଂଚଳର ବଣିଆ ସାହିରେ । ଆଇଏଫଏସ୍ ବିନୟ ଶ୍ରୀକାନ୍ତ ପ୍ରଧାନ ବର୍ତ୍ତମାନ ରୁଷିଆସ୍ଥିତ ଭାରତୀୟ ଦୂତାବାସର ଉପମୁଖ୍ୟ ଅଛନ୍ତି । ତାଙ୍କର ଏ ସଫଳତା ପରେ ଦେବଗଡ ଜିଲାରେ ଖୁସିର ଲହରୀ ଖେଳିଯାଇଛି ।

Advertisment
Odisha Deogarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ