20 People Fell Into Well
Advertisment
ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ ୨୦ରୁ ଉର୍ଦ୍ଧ ଲୋକ । ଗତକାଲି ସଂଧ୍ୟାବେଳେ ବିଦିଶାର ଗଞ୍ଜ୍ ବସୁଧା ଗାଁ ରେ ଘଟିଯାଇଛି ଏହି ଘଟଣା । ଏଯାଏଁ ୪ ଜଣଙ୍କର ମୃତଦେହ ମିଳିଥିବା ବେଳେ ୮ରୁ ୧୦ ଜଣ ଗୁରୁତର ଆହାତ ହୋଇଛନ୍ତି । ଏବେ ବି କୂଅ ଭିତରେ ବହୁ ଲୋକ ଥିବା ସନ୍ଦେହ କରାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us