By: Sarbeswar
Last updated: 07 September 2021, 09:39 PM IST
ମନ୍ତ୍ରୀଙ୍କୁ ଜଣାନାହିଁ କବାଡିଆଙ୍କୁ ବିକ୍ରି ହୋଇଗଲା ‘ମୋ ସାଇକେଲ’। ଏନେଇ ନା ସରକାର, ନା ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଅଛି କୌଣସି ତଥ୍ୟ। ନିଜେ ମନ୍ତ୍ରୀ ପ୍ରତାପ ଜେନା ଆଜି ଗୃହରେ ଏମିତି ତଥ୍ୟ ରଖିଛନ୍ତି। ଏ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସୁର ରାଉତରାୟ୍ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ।