By: Prangyan Parimita
Last updated: 19 August 2023, 09:34 AM IST
ଯାହାଙ୍କୁ ଭଲପାଇ ବାହା ହୋଇଥିଲେ ସିଏ ପର କରିଦେଲା । କୋଳରେ କୁନି ଝିଅ, ଦେହରେ ପୁଣି ରୋଗ । ଏମିତି ପରିସ୍ଥିତିରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ କାଟୁଛନ୍ତି ଦିନ...ଯଦି ଆପଣ ସାହାଯ୍ୟ କରନ୍ତେ ତେବେ...