By: Prangyan Parimita
Last updated: 27 May 2023, 08:47 PM IST
ଶିକ୍ଷାବର୍ଷ ପରେ ଶିକ୍ଷାବର୍ଷ ଆସୁଛି, ଯାଉଛି। ହେଲେ ସାକାର ହେଉନି ଆଦିବାସୀ ଅଧ୍ୟୁଷିତ କୋରାପୁଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଆଦର୍ଶ ଡିଗ୍ରୀ କଲେଜର ସ୍ବପ୍ନ।