ଅଦ୍ୟତନ ହୋଇଛି
IT Department \'Surveys\' Actor Sonu Sood\'s Mumbai Premises
Advertisment
ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ବିଭାଗର ରେଡ୍। ମୁମ୍ବାଇସ୍ଥିତ ବାସଭବନ ଓ ତାଙ୍କ ଫାର୍ମ ସହ ୬ଟି ସ୍ଥାନରେ ରେଡ୍। ସୋନୁଙ୍କ ଫାର୍ମ ଲିଙ୍କ୍ ଥିବା ଲକ୍ଷ୍ନେର ଏକ ରିଏଲ ଇଷ୍ଟେଟ୍ କମ୍ପାନିରେ ବି ଚଢାଉ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us