ଅଦ୍ୟତନ ହୋଇଛି
vegetable cooler
Advertisment
ଚାଷୀ ଭାଇମାନଙ୍କ ପାଇଁ ଏବେ ଆସି ଯାଇଛି ସବଜି କୁଲର । ନା ଏବେ ନଷ୍ଟ ହେବ ପନିପରିବା ନା ଚାଷୀ ହେବେ କ୍ଷତିର ସମ୍ମୁଖୀନ । କୋରାପୁଟ ଜିଲ୍ଲା ପ୍ରଶାସନର ଜୀବିକା ମିଶନ ପକ୍ଷରୁ ତିଆରି କରାଯାଇଛି ସବୁଠୁ ଶସ୍ତା ମିନି ଶୀତଳ ଭଣ୍ଡାର । ଏହି ସବଜି କୁଲର ଦ୍ୱାରା କୃଷକମାନେ ନିଜର ଉତ୍ପାଦିତ ପନିପାରିବା ବହୁ ଦିନ ଧରି ସଂରକ୍ଷିତ କରି ରଖି ପାରୁଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us