By: Sarbeswar
Last updated: 05 September 2021, 02:28 PM IST
'ମୁଁ ପ୍ରମୋଦଙ୍କ ସାନଭଉଣୀ'। ମୋ ଭାଇ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ମୁଁ ବହୁତ ଗର୍ବିତ। ମୁଁ ମା ଦୁର୍ଗାଙ୍କ ପାଖରେ ମାନସିକ କରିଥିଲି, ମୋ ଭାଇ ଯଦି ଜିତିବ, ମୁଁ ମାଆଙ୍କ ପାଖକୁ ଆସିବ। ଖୁସିର ସୀମା କହିଲେ ନ ସରେ।