Advertisment

ଘରେ ଅଣ୍ଡା-କ୍ଷୀର ଭର୍ତ୍ତି, କୁକୁଡା ଓ ଗାଈ ରଖି ସ୍ୱାବଲମ୍ୱୀ ସନ୍ଧ୍ୟାରାଣୀ

ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି।

ଅଦ୍ୟତନ ହୋଇଛି
Advertisment

ନିପଟ ମଫସଲରେ ଘର। ସ୍ୱାମୀ ଅଟୋ ଚଲାନ୍ତି। ହେଲେ ସ୍ତ୍ରୀ ସନ୍ଧ୍ୟାରାଣୀ ସ୍ୱାବଲମ୍ୱୀ। ଘରେ ଗାଈ-କୁକୁଡା ରଖି ଭଲ ରୋଜଗାର କରୁଛନ୍ତି। ଏବେ ପାଖଆଖ ଗାଁର ଲୋକେ ତାଙ୍କୁ ଅନୁସରଣ କରିବାରେ ଲାଗିଛନ୍ତି। ଏବେ ଦେଖନ୍ତୁ ସନ୍ଧ୍ୟାରାଣୀଙ୍କ ସଫଳତାର ପ୍ରେରଣାଦାୟୀ କାହାଣୀ.

Advertisment
Business Bank Loan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ