Last updated: 07 September 2023, 10:47 AM IST
ଘରେ ରହି ପରିବାରର ଦାୟିତ୍ୱ ବୁଝନ୍ତି । ସମୟ ବାହାର କରି ମହୁ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଘରର ଆର୍ଥିକ ସ୍ଥିତିରେ ନିଜର ଯୋଗଦାନ ଦେଉଛନ୍ତି ଗୃହିଣୀ । ଭଦ୍ରକ ଚାନ୍ଦବାଲି ସାଏନ୍ତା ଗ୍ରାମର ମହିଳା ଅନ୍ୟମାନଙ୍କ ପାଇଁ ଆଜି ପ୍ରେରଣା....