mumbai rain
Advertisment
ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ସ୍ଥିତି ଖରାପ ହୋଇ ପଡିଛି । ବର୍ଷା ଯୋଗୁଁ ଜୀବନ ଯାତ୍ରା ସମ୍ପର୍ଣ୍ଣ ଠପ୍ ହୋଇଯାଇଛି । ସହରର ରେଳଷ୍ଟେସନ ଉପରେ ପାଣି ଜମି ରହିବା ସହ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ରେଳଷ୍ଟେସନରେ ପାଣି ଜମି ଯିବାରୁ ଏକାଧିକ ଲୋକାଲ ଟ୍ରେନକୁ ବାତିଲ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us