Harrasment Case
Advertisment
କଟକ ସିଡିଏ ଅଞ୍ଚଳର ଉଭୟ ପତିପତ୍ନୀ ପରସ୍ପର ବିରୋଧରେ ଅଭିଯୋଗ ଆଣିବା ଘଟଣାରେ ମହିଳାଙ୍କ ବାପା ତାଙ୍କ ଝିଅ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ପୁଅ ମିଛ କହୁଛି । ମୋ ଝିଅକୁ ସେମାନେ ମାଡ଼ଗାଳି କରନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ସ୍ତ୍ରୀ ନିଜ ବୟଫ୍ରେଣ୍ଡ ସହ ମିଶି ନିର୍ଯାତନା ଦେଉଥିବା ନେଇ କଟକ ସିଡିଏ ଅଞ୍ଚଳର ମୋହିତ ଶର୍ମା ଥାନାରେ ଅଭିଯୋଗ କରିଥିବା ବେଳେ ୧୫ ଲକ୍ଷ ଟଙ୍କା ପାଇଁ ସ୍ୱାମୀ ଟର୍ଚର କରୁଥିବା କହିଛନ୍ତି ପତ୍ନୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us