ଭାରତର ଐତିହାସିକ ବିଜୟ । ଟୋକିଓ ଅଲିମ୍ବିକ୍ସରେ ଭାରତ ପାଇଁ ଆଉ ଏକ ପଦକ ଆଣି ଦେଇଛି ଭାରତର ପୁରୁଷ ହକି ଟିମ୍‌।  ଏଥି ସହିତ ପୁଣି ଏକ ବ୍ରୋଞ୍ଜ ପଡିଛି ଭାରତ ଖାତାରେ । ଏହାକୁ ମିଶାଇ ଭାରତ ପଦକ ସଂଖ୍ୟା ୪ରେ ପହଞ୍ଚିଛି।  ଏନେଇ ସବୁଠି ଖୁସିର ମାହୋଲ ରହିଛି । ସୁନ୍ଦରଗଡ଼ ପାନପୋସର ଷ୍ଟାଡିୟମରେ ଅଲମ୍ପିଆନ୍ ଲାଜରୁସ ବାଲା ଖୁସିରେ ମିଠା ବଣ୍ଟିଛନ୍ତି ।