flood
Advertisment
ୟୁରୋପରେ ଦେଖା ଦେଇଛି ପ୍ରଳୟଙ୍କରୀ ବନ୍ୟା । ଏହି ବନ୍ୟାରେ ୟୁରୋପୀୟ ଦେଶରୁ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କ ମୃତ୍ୟୁ ଘଟିଲାଣି। କେବଳ ଜର୍ମାନୀରେ ମୃତ୍ୟୁ ସଂଖ୍ୟା ଶହେ ପାର କରିଛି । ପଶ୍ଚିମ ଜର୍ମାନୀରେ ଶହ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି।ଘରେ ଘରେ ପଶି ଯାଇଛି ବନ୍ୟା ଜଳ । ହଜାର ହଜାର ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us