By: Prangyan Parimita
Last updated: 08 September 2023, 10:16 AM IST
ଝିଅର ବାହାଘର ଦିନ ଶୁଦ୍ଧିକ୍ରିୟା ପାଳିଲେ ପରିବାର ଲୋକ.. ଏପଟେ ପଡ଼ୁଥିଲା ହାତଗଣ୍ଠି.. ସେପଟେ ପିଣ୍ଡଦାନ କରୁଥିଲେ ବାପା ମାଆ..