Vaccination
Advertisment
ବୁଷ୍ଟର ଡୋଜ୍ ନୁହେଁ ଡବଲ୍ ଡୋଜକୁ ଗୁରୁତ୍ୱ ଦିଆଯାଉ। ସମସ୍ତେ ଯେଭଳି ଡବଲ୍ ଡୋଜ୍ ଟିକା ନେବେ, ତାହାକୁ ଦିଆଯାଉଛି ପ୍ରାଥମିକତା। ସ୍ପଷ୍ଟ କଲେ ଆଇସିଏମ୍ଆର୍ ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ। ଦେଶରେ ୬୨ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇ ସାରିଛନ୍ତି।