By: Pramod Behera
Last updated: 04 September 2021, 04:48 PM IST
ଦେଶରେ ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଆଗକୁ ବଢ଼ିବ ଘରୋଇ ଶସ୍ୟ ଉତ୍ପାଦନ ଓ କମିବ ତେଲ ଉପରୁ ଆମଦାନୀ ଶୁଳ୍କ।