Advertisment

‘ଢିଲା ମାରନ୍ତୁ ନାହିଁ’ ଜିଲ୍ଲା ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା

କରୋନା କମିଥିଲେ ବି ଢିଲା ମାରନ୍ତୁ ନାହିଁ। ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଦେଶରେ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି କରୋନା। ତେଣୁ ମହାମାରୀ ପ୍ରତି ସତର୍କ ରହିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅଦ୍ୟତନ ହୋଇଛି
Advertisment

କରୋନା କମିଥିଲେ ବି ଢିଲା ମାରନ୍ତୁ ନାହିଁ। ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଦେଶରେ ଏଣ୍ଡେମିକ୍ ସ୍ଥିତିକୁ ଯାଉଛି କରୋନା। ତେଣୁ ମହାମାରୀ ପ୍ରତି ସତର୍କ ରହିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପଜିଟିଭ ସଂଖ୍ୟା କମିଥିଲେ ମଧ୍ୟ ସତର୍କ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
Odisha COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ