By: Prangyan Parimita
Last updated: 20 September 2023, 11:12 AM IST
କତା ଧରି ବଡ ଭାଇ ଘରେ ପହଂଚିଲା ସାନ ଭାଇ । କହିଲା, ଗାତୁଆ ମୂଷା...ଘରେ ପଶିଛୁ କଣ ବେ? ତେବେ ଭାଇ-ଭାଇ ମଧ୍ୟରେ କାହିଁକି ହେଲା ଗଣ୍ଡଗୋଳ ?