Advertisment

ଭଙ୍ଗା କାର ଓ ସାଇକେଲରେ ଡ୍ରମ୍ ସେଟ୍ ଓ ଗିଟାର

ଅଦରକାରୀ ଭଙ୍ଗା ଦଦରା ଜିନିଷରେ ସୁନ୍ଦର କଳାକୃତି । ଯିଏ ଥରେ ଦେଖିବ, ସେଇଠି ଅଟକି ଯିବ ।

ଅଦ୍ୟତନ ହୋଇଛି
Advertisment

ଅଦରକାରୀ ଭଙ୍ଗା ଦଦରା ଜିନିଷରେ ସୁନ୍ଦର କଳାକୃତି । ଯିଏ ଥରେ ଦେଖିବ, ସେଇଠି ଅଟକି ଯିବ । ସାଇକେଲ, ବାଇକ୍, କାରର ବିଭିନ୍ନ ଅଦରକାରୀ ସାମଗ୍ରୀକୁ ଖଞ୍ଜି ସ୍ଥାପତ୍ୟ ମାଧ୍ୟମରେ ସୁନ୍ଦର ରୂପ ଦେଉଛନ୍ତି ସଂଜୀବ ବିଶ୍ୱାଳ।

Advertisment
Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ