ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା କିରସାନିପୁର ଗାଁରେ ଅଭାବନୀୟ ଘଟଣା । ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିନଥିଲା ଆମ୍ବୁଲାନ୍ସ । ଚାଷ କାମ ବେଳେ ଉଭୟ ମା ଓ ଝିଅଙ୍କୁ ଭାଲୁ ଆକ୍ରମଣ କରିଥିଲା । ଏଥିରେ ଗରୁତର ହୋଇଥିବା  ୨ ଜଣଙ୍କୁ ହସପିଟାଲ ନେବା ପାଇଁ ପହଞ୍ଚିଥିଲା ଆମ୍ବୁଲାନ୍ସ ହେଲେ ଅଧାବାଟରେ ରହିଥିଲା ଆମ୍ବୁଲାନ୍ସ । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିନଥିଲା ଆମ୍ବୁଲାନ୍ସ । ତେବେ ଗାଁ ଲୋକମାନେ ମହିଳା ଓ ଶିଶୁଙ୍କୁ ଭାରରେ ବୁହାଇ କିଛି ବାଟ ନେଇଯାଇଥିଲେ