student congress strike
Advertisment
ରାଜଧାନୀରେ ଛାତ୍ର କଂଗ୍ରେସର ବିକ୍ଷୋଭ । OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଘଟଣାର ପର୍ଦ୍ଦାଫାସ ହେବା ନେଇ ଓ ସରକାରଙ୍କ ବାଟମାରଣା ନୀତିକୁ ନେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି । 'ଦୁଇ ତିନିଦିନ ଚଢ଼ାଉ ହେଲା ପରେ, ଖୋଳତାଡ଼୍ ହେଲା ପରେ ଜଣା ପଡ଼ିଲା ଏଠି କିରାଣୀ କୁବେର ଭଣ୍ଡାର ଲୁଚେଇଛି। ସବୁ ପଇସା ପକେଟରେ ପୂରେଇ ବିଦେଶରେ ସ୍ତ୍ରୀ-ପିଲାଛୁଆ ଧରି ଐଶ୍ କରୁଛି' ଆଦି ବିଭିନ୍ନ ନାରାଦେଇ ଛାତ୍ର କଂଗ୍ରେସ ବିକ୍ଷୋଭ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us