Advertisment

ବେଆଇନ ସୁନା କାରବାର ଠାବ

କଟକରେ ବେଆଇନ ସୁନା କାରବାର ଠାବ । ୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି ।

Advertisment

କଟକରେ ବେଆଇନ ସୁନା କାରବାର ଠାବ ।୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା  ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି । ଟିକସ ଭାଙ୍ଗି ବ୍ୟାକ୍ତି ଜଣକ ସୁନା ବିକ୍ରି କରୁଥିବା ବେଳେ ଧରାପଡିଥିବା ସୂଚନା ଦେଇଛନ୍ତି ଡିସିପି । ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।

Advertisment
Odisha Cuttack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ