Advertisment

ତୁର୍କୀରେ ବନ୍ୟାର ପ୍ରଳୟଙ୍କାରୀ ଦୃଶ୍ୟ, ଭାସୁଛି ଘର ଭାସୁଛି ଗାଡି

ପ୍ରଳୟଙ୍କାରୀ ବନ୍ୟାର ଭୟଙ୍କର ଦୃଶ୍ୟ । ତୁର୍କୀରେ ବାଦଲ ଫଟା ବର୍ଷା । ଭାସୁଛି ଘର ଭାସୁଛି ଗାଡି । ତୁର୍କୀର ଉତ୍ତରପୂର୍ବ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଯୋଗୁ ଧନ ଜୀବନ ହାନି ହୋଇଛି ।

Advertisment

ପ୍ରଳୟଙ୍କାରୀ ବନ୍ୟାର ଭୟଙ୍କର ଦୃଶ୍ୟ ।  ତୁର୍କୀରେ ବାଦଲ ଫଟା ବର୍ଷା । ଭାସୁଛି ଘର ଭାସୁଛି ଗାଡି । ତୁର୍କୀର ଉତ୍ତରପୂର୍ବ ଅଞ୍ଚଳରେ ଫ୍ଲାସ୍ ଫ୍ଲଡ୍ ଯୋଗୁ ଧନ ଜୀବନ ହାନି ହୋଇଛି । କେଉଁଠି ଗାଡି ଭାସି ଯାଉଛି ତ କେଉଁଠି ଘର ଧସି ଯାଉଛି ।  

Advertisment
India Turkey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ