ଅଦ୍ୟତନ ହୋଇଛି
CISF Awarded Officer Who Stopped Salman Khan At Mumbai Airport
Advertisment
ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବର ମିଛ ବୋଲି କହିଛି ସିଆଇଏସ୍ଏଫ୍ । ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି । ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି ସୂଚନା ଦେଇଛି CISF । ୫ ହଜାର ଟଙ୍କା ଓ CISF ଡିଜିଙ୍କ ଦ୍ୱାରା ତାଙ୍କୁ ମାନପତ୍ର ବି ପ୍ରଦାନ କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us