Advertisment

୧୫ ବର୍ଷ ହେଲା ବନ୍ଧା ପଡ଼ିଛି ଦରମା

ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୋଟମ୍ୟାନ ଭାବେ କାମ କରୁଥିବା ସୁକାନ୍ତ ୧୫ ବର୍ଷ ହେଲା ବିନା ଦରମାରେ କାମ କରି ଆସୁଛନ୍ତି।

ଅଦ୍ୟତନ ହୋଇଛି
Advertisment

ଆଶା ଥିଲା ଚାକିରି ଖଣ୍ଡେ କରିବେ। ଦୁଇ ପଇସା ରୋଜଗାର କରି ତେଲ ଲୁଣ ସଂସାର ଚଳାଇବେ। ଚାକିରି ମିଳିଲା । ହେଲେ  ଦରମା ମିଳିଲାନି। ଚିଲିକା ନୂଆପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବୋଟମ୍ୟାନ ଭାବେ କାମ କରୁଥିବା ସୁକାନ୍ତ ୧୫ ବର୍ଷ ହେଲା ବିନା ଦରମାରେ କାମ କରି ଆସୁଛନ୍ତି। କେବଳ ବୋଟମ୍ୟାନ କାମ ନୁହେଁ, ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ ବେଳେ ରୋଗୀ ସେବା ମଧ୍ୟ କରୁଛନ୍ତି

Advertisment
Chilika
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ