Advertisment

କାଜୁ ଚାଷୀଙ୍କୁ ଘାରିଛି ଅଭାବି ବିକ୍ରୀର ଭୟ

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି ।

Advertisment

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି । ଏହା ଛଡ଼ା ବିକଳ୍ପ କିଛି ନଥିବାରୁ ଶାଗ ମାଛ ଦରରେ ବାହାର ବେପାରିଙ୍କୁ ବିକ୍ରୀ କରଇବାକୁ ବାଧ୍ୟ ହେଉଛନ୍ତି ।  ତେବେ ଅଭାବି ବିକ୍ରୀ ଯୋଗୁ ଜିଲ୍ଲାରେ କ୍ଷତିଗ୍ରସ୍ଥ ହେଉଥିବା କାଜୁ ଚାଷୀ ଜିଲ୍ଲାରେ ଏକ କାଜୁ ପ୍ରୋସେସିଂ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି । 

Advertisment
Odisha Odisha Farmer Jagatsinghpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ