Advertisment

ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ

ମୂର୍ତ୍ତି ବିବାଦ ନେଇ କାଲି ରାୟ ଶୁଣାଇବ ହାଇକୋର୍ଟ୍। ହାଇକୋର୍ଟରେ ମା’ ଦୁର୍ଗାଙ୍କ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି। ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ। ମୂର୍ତ୍ତି ଉଚ୍ଚତା ବିବାଦ ନେଇ କଟକ ବାଲୁବଜାର ପୂଜା କମିଟି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା

ଅଦ୍ୟତନ ହୋଇଛି

Durga Idol Immersion Odisha News Odisha High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ