ଅଦ୍ୟତନ ହୋଇଛି
British Era Bridge In NH-49 In Sambalpur Collapses
Advertisment
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ୪୯ ନମ୍ବର ଜାତୀୟ ରାଜପଥର ଖର୍ଲା ନଦୀ ଉପରେ ଝୁଲେନ୍ ଠାରେ ରହିଥିବା ବ୍ରିଟିଶ ଅମଳର ପୋଲଟି ଭୁଶୁଡ଼ି ପଡ଼ିଛି। ଖଡ଼ଗପୁର ଓ ବିଳାସପୁର ୪୯ ନମ୍ବର ଜାତୀୟ ରାଜପଥ ସଂପୂର୍ଣ୍ଣ ବନ୍ଦ ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us