By: Sarbeswar
Last updated: 19 July 2021, 01:38 PM IST
ମୋ ସାଇକେଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ମୋ ସାଇକେଲ ଗୁଡିକ ଏବେ ଖତ ଖାଉଥିବା ବେଳେ ୨୫ ହଜାର ଟଙ୍କାର ସାଇକେଲ ଏବେ ୫୦୦ ଟଙ୍କାରେ ବିକ୍ରୀ ହେଉଥିବା ବିଜେପି ଅଭିଯୋଗ କରିଛି । ଏନେଇ ଭୁବନେଶ୍ୱର ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଷନ କରାଯାଇଛି ।