By: Prangyan Parimita
Last updated: 07 September 2023, 10:56 AM IST
ପକ୍କା ଘରଟିଏ ନାହିଁ, ନା ମିଳୁଛି ନା ମିଳିବାର ଆଶା ଅଛି । ଶାସକ ଦଳ ନବୀନ ବିକାଶର କଥା କହୁଛି । ହେଲେ ଏହି ଗାଁ, ଗାଁର ଚିତ୍ର ଏବଂ ଲୋକମାନଙ୍କ ଦୁର୍ଦ୍ଦଶା ଦେଖିଲେ ଆପଣ ବି କହିବେ ଏଠି ଅପହଞ୍ଚ ନବୀନ ବିକାଶ…