Advertisment

ଉପରକୁ ଉଠିଲା ତିନି ମହଲା କୋଠା

ଘରେ ପଶୁଥିଲା ବର୍ଷା ପାଣି ଆଉ ନଷ୍ଟ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଜିନିଷ । କିନ୍ତୁ ନିଜର ତିନି ମହଲା ବିଶିଷ୍ଟ କୋଠାକୁ ୯ ଫୁଟ୍ ଉପରକୁ ଉଠାଇଛନ୍ତି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଚର୍ତୁଭୁଜ ଜେନା ।

ଅଦ୍ୟତନ ହୋଇଛି
Advertisment

ଘରେ ପଶୁଥିଲା ବର୍ଷା ପାଣି ଆଉ ନଷ୍ଟ ହେଉଥିଲା ଲକ୍ଷ ଲକ୍ଷ ଟଙ୍କାର ଜିନିଷ । କିନ୍ତୁ ନିଜର ତିନି ମହଲା ବିଶିଷ୍ଟ କୋଠାକୁ ୯ ଫୁଟ୍ ଉପରକୁ ଉଠାଇଛନ୍ତି ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ଚର୍ତୁଭୁଜ ଜେନା ।  ନିଜ ଘରକୁ ନଷ୍ଟ ହେବାରୁ  ବଞ୍ଚିବା ପାଇଁ  ଏହି ଟେକନିକ୍ ଆପଣେଇଛନ୍ତି  ବାଲେଶ୍ୱରର ଚର୍ତୁଭୁଜ ଜେନା ।

Advertisment
Odisha Balasore
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ