ratha
Advertisment
ଆଜି ବାହୁଡା ଯାତ୍ରା। ଭାଇ ଭଉଣୀଙ୍କୁ ଧରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିଛନ୍ତି ଶ୍ରୀଜୀଉ। ଜନ୍ମବେଦୀରେ ଲୀଳାଖେଳା ସାରି ଏବେ କର୍ମବେଦୀ ଅଭିମୁଖେ ତିନି ଠାକୁର। ଏବେ ବୃଷ୍ଟିମୟ ବଡ଼ଦାଣ୍ଡ । ଆକାଶରୁ ସତେ କି ଅମୃତ ବୃଷ୍ଟି ହେଉଛି । ବର୍ଷାରେ ଓଦା ହୋଇ ଭକ୍ତ ଟାଣୁଛି ରଥ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us