""
ଏକ୍ସକ୍ଲୁସିଭ୍ Videos ପାଣି ବୋତଲକୁ ୩ ହଜାର, ଭାତ ପ୍ଲେଟକୁ ୭ ହଜାର ଅଗଷ୍ଟ ୩୧ ଡେଡଲାଇନ୍ ଯେତିକି ପାଖଉଛି, କାବୁଲ ବିମାନବନ୍ଦର ବାହାରେ ସେତିକି ବଢୁଛି ଭୟ ଓ ଆତଙ୍କ। ୩୧ ସୁଦ୍ଧା ଆମେରିକା ତାର ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେବାକୁ ତାଲିବାନର ଡେଡଲାଇନ୍ ପରେ ଏବେ ଏୟାରପୋର୍ଟ ବାହାରେ ହାହାକାର ସ୍ଥିତି ଦେଖାଯାଇଛି 26 Aug 2021 22:01 ISTSarbeswar Follow UskabulAdvertisment Read More Kabul Taliban