Last updated: 09 November 2022, 07:37 AM IST
ବାପା-ମାଆ ଯିବା ପରେ ପର କରିଦେଲା ବଡ ଭାଇ। ବେସାହାରା କୁନି ଭଉଣୀଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା ସାନ ଭାଇ। ପର ଦୁଆରେ ମୂଲ ଲାଗି ଭଉଣୀଙ୍କ ମୁହଁରେ ଦେଉଥିଲା ଆହାର। ଆମେ ଏନେଇ ଖବର ପ୍ରସାରଣ ପରେ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ଏବେ ଦୁଇ ଭଉଣୀଙ୍କ ସ୍ୱପ୍ନ ପୂରଣ ପାଇଁ ସାହାଯ୍ୟର ହାତ ବଢାଇଲେ ବଡବାବୁ