Last updated: 15 July 2021, 06:41 PM IST
ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ହରିୟାଣାର ଗୋବିନ୍ଦ କ୍ରୀଷ୍ଣା ଦାସ ଓ ଅତୁଲ କ୍ରିଷ୍ଣା ଦାସଙ୍କ ସହ ୧୦ ଜଣ କର୍ଫ୍ୟୁ ନିୟମ ଉଲ୍ଲଘନ କରିଥିବା ଅଭିଯୋଗ ହୋଇଥିଲା । ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡିଲେ ବାକି ୮ ଜଣ ପୁରୀ ସହର ବାସୀନ୍ଦା ବୋଲି ପୋଲିସ ସୂଚନା ଦେଇଛି ।