Advertisment

ମାଲକାନଗିରିରେ ସମସ୍ତ ୪୮ ଟି ଲଘୁ ଖଣି ଲିଜ୍‌ ଟେଣ୍ଡର ବାତିଲ୍‌

ମାଲକାନଗିରିରେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ବାତିଲ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ଟେଣ୍ଡରକୁ ବାତିଲ କରିଛନ୍ତି ।

ଅଦ୍ୟତନ ହୋଇଛି
Advertisment

ମାଲକାନଗିରିରେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ବାତିଲ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ଟେଣ୍ଡରକୁ ବାତିଲ କରିଛନ୍ତି । ଦକ୍ଷିଣାଞ୍ଚଳ ଆରଡିସିଙ୍କ ସୁପାରିସ କ୍ରମେ ଟେଣ୍ଡର ବାତିଲ କରାଯାଇଛି । ସାନି ଟେଣ୍ଡର ପାଇଁ ଖୁବ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବା ନେଇ ସୂଚନା । ଖଣି ଲିଜ୍ ଟେଣ୍ଡରରେ ଆନିୟମିତତା ଅଭିଯୋଗ ହୋଇଥିଲା । 

Advertisment
Odisha Malkangiri Mining Lease
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ