Advertisment

ରଥ ଉପରେ ଅଣ ସେବାୟତ !

ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣ ସେବାୟତ ! ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଫଟୋ । ନିଜ ସୋସିଆଲ ସାଇଡରେ ଫଟୋ ଅପଲୋଡ କରିଛନ୍ତି ୨ ଜଣ ବ୍ୟକ୍ତି । ଏହି ୨ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଥିବାରୁ ଏହି ଫଟୋ ଚଳିତ ବର୍ଷର ବୋଲି ଅନୁମାନ କରାଯାଉଛି ।

Advertisment

ବଡ଼ ଠାକୁର ବଳଭଦ୍ରଙ୍କ ରଥ ଉପରେ ଅଣ ସେବାୟତ !  ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଫଟୋ । ନିଜ ସୋସିଆଲ ସାଇଡରେ ଫଟୋ ଅପଲୋଡ କରିଛନ୍ତି ୨ ଜଣ ବ୍ୟକ୍ତି । ଏହି ୨ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଥିବାରୁ ଏହି ଫଟୋ ଚଳିତ ବର୍ଷର ବୋଲି ଅନୁମାନ କରାଯାଉଛି । ପୋଲିସର ଉପସ୍ଥିତିରେ ଏହି ୨ ଜଣ ବ୍ୟକ୍ତି ଫଟୋ କିପରି ଉଠାଇଲା ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ଫଟୋରେ ଥିବା ଏହି ୨ ଜଣ ବ୍ୟକ୍ତି ସେବାୟତ କି ଅଣ ସେବାୟତ ତାହା ସ୍ପଷ୍ଟ ହୋଇନି । 

Advertisment
Odisha Puri Bahuda Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ