ଅଦ୍ୟତନ ହୋଇଛି
snake
Advertisment
ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ମାଇଣ୍ଡ ଟ୍ରି ଅଫିସ ସମ୍ମୁଖ ରାସ୍ତାରୁ ୧୦ ଫୁଟ୍ ର ଅଜଗର ଉଦ୍ଧାର ହୋଇଛି । ରାସ୍ତା ଉପରେ ସାପଟିକୁ ଦେଖି ସ୍ଥାନୀୟଲୋକ ସ୍ନେକ୍ ହେଲ୍ପ ଲାଇନକୁ ଖବର ଦେଇଥିଲେ । ପରେ ସ୍ନେକ୍ ହେଲ୍ପ ଲାଇନ ସାପଟିକୁ ଉଦ୍ଧାର କରି ଭୁବନେଶ୍ୱର ବନ୍ୟପ୍ରାଣୀ ରେଞ୍ଜ ଅଫିସକୁ ନେଇଥିଲେ । ସେଠାରେ ଅଜଗରର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଭରତପୁର ଅଭୟାରଣ୍ୟରେ ଛଡାଯାଇଥିବା ସୂଚନା ମିଳିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us