ଅଦ୍ୟତନ ହୋଇଛି
10 AM Headlines 24 August 2021 | Odisha TV
Advertisment
ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ । ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ। ଟେଣ୍ଡର ପେପର ଘରକୁ ନେଇ ବଦଳାଯାଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ। ଦ୍ୱିତୀୟ ଦିନ ପାଇଁ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ବାହାରର ଶ୍ରଦ୍ଧାଳୁ। କୋଭିଡ୍ ନିୟମାବ ଳୀ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି ଭକ୍ତ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଆଯାଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us